Saturday, November 19, 2011

Odia Shishu-Sahitya Charcha


Odia Shishu-Sahitya Charcha ( ଓଡିଆ ଶିଶୁ-ସାହିତ୍ୟ ଚର୍ଚ୍ଚା), a compilation of Criticisms on Odia Children’s Literature by Ramesh Chandra Das is published by Nanabaya Publicationi, 963/B, Ghatikia, Bhubaneswar. For benefit of Net readers it is posted here in the blog.

ଓଡିଆ ଶିଶୁ-ସାହିତ୍ୟ ଚର୍ଚ୍ଚା

ଓଡିଆ ଶିଶୁ-ସାହିତ୍ୟ ଚର୍ଚ୍ଚା ପୁସ୍ତକଟି ରମେଶ ଚନ୍ଦ୍ର ଦାସଙ୍କ ଦ୍ବାରା ରଚିତ ଓଡିଆ ଶିଶୁ-ସାହିତ୍ୟ ସମାଲୋଚନା ସଂପର୍କୀୟ ଏକ ପ୍ରବନ୍ଧ ସଂକଳନ୤ ଏହି ପ୍ରବନ୍ଧ ଗୁଡିକ ପୂର୍ବରୁ ବିଭିନ୍ନ ଓଡିଆ ପତ୍ର ପତ୍ରିକାରେ ପ୍ରକାଶ ପାଇ ପାଠକୀୟ ସ୍ବୀକୃତି ଲାଭ କରିଛି୤ ଇଣ୍ଟରନେଟର ପାଠକମାନଙ୍କ ପାଇଁ ଏହା ବ୍ଲଗରେ ଦିଆଯାଉଛି୤



No comments:

Post a Comment