ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ ଆନୁକୂଲ୍ୟରେ ଶିଶୁ-ସାହିତ୍ୟ ଉତ୍ସବ୍ (ଊନବିଂଶ ଶିଶୁ-ସାହିତ୍ୟିକ କର୍ମଶାଳା, ତୃତୀୟ ଶିଶୁ-ସାହିତ୍ୟିକ ସମ୍ମେଳନ, ତୃତୀୟ ଶିଶୁ-ଲେଖକ କର୍ମଶାଳା) ଭୁବନେଶ୍ବରସ୍ଥ ୟୁନିଟ୍ - ୯, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆସନ୍ତା ଅକ୍ଟୋବର ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବ
ଏଥିରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ଶିଶୁ-ସାହିତ୍ୟିକ ଓ ଶିଶୁ-ଲେଖକମାନଙ୍କ ସହିତ ଓଡିଶା ବାହାରୁ ଗବେଷକବୃନ୍ଦ ଯୋଗଦାନ କରିବେ
ଏଥିରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ଶିଶୁ-ସାହିତ୍ୟିକ ଓ ଶିଶୁ-ଲେଖକମାନଙ୍କ ସହିତ ଓଡିଶା ବାହାରୁ ଗବେଷକବୃନ୍ଦ ଯୋଗଦାନ କରିବେ
No comments:
Post a Comment