Dr.Maheswar Mohanty, the noted Odia Children's Writer, the recipient of Kendra Sahitya Academy Children Writers Award - 2011 for Odia Language, for his life time contribution to Children's Literature was felicitated by Itikili Mitikili on 11th September 2011 at Royal College of Science and Technology,Mancheswar Industrial Estate,Bhubaneswar.
Ititili Mitikili is a well known Cultural Organization for Children established by Children's Writer Sarat Kumar Nayak of Infocity Area, Bhubaneswar -24.
ଡକ୍ଟର ମହେଶ୍ବର ମହାନ୍ତିଙ୍କୁ ସମ୍ବର୍ଦ୍ଧନା
ସୁପରିଚିତ ଶିଶୁ-ସାହିତ୍ୟିକ ଡକ୍ଟର ମହେଶ୍ବର ମହାନ୍ତି ଓଡିଆ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଅକାଦମୀ ଶିଶୁ-ସାହିତ୍ୟ ପୁରସ୍କାର - ୨୦୧୧ ଲାଭ କରିଥିବାରୁ ଗତ ୧୧ ସେପ୍ଟେମ୍ବର ୨୦୧୧ ତାରିଖରେ ଭୁବନେଶ୍ବରର ସୁପରଚିତ ସାଂସ୍କୃତିକ ଅନୁଷ୍ଠାନ ଇଟିକିଲି ମିଟିକିଲି ତରଫରୁ ଭୁବନେଶ୍ବରର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଠାରେ ଥିବା ରୟାଲ କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପରିସରରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ଶିଶୁ-ସାହିତ୍ୟିକ, ସାହିତ୍ୟପ୍ରେମୀ, ରୟାଲ କଲେଜର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ
मान्यवर,
ReplyDeleteनमस्कार.
भुवनेश्वर में आपसे मिलकर मेरी यात्रा सार्थक हो गयी. बहुत प्रसन्नता हुयी.
आपके यहाँ शिशु साहित्य में बहुत अच्छा काम हो रहा है.
मेरी बधाई स्वीकार करें. संपर्क बनाये रहेंगे.
धन्यवाद.
Please see here-
ReplyDeleteMy Blog