Dr.
Krushna Chandra Tiwari (Rastrabandhu), the noted Hindi Children Writer and
Editor of Bal Sahitya Samikshya( left) and Dr. Nagesh Pande (Sanjay), Hindi
writer and Critic (right) felicitated by Research Institute in Odia Children’s
Literature (RIOCL) on the ocassion of the Shishu Sahitya Utsab – 2011 organized
by it at Unit – IX Govt. Girls High School, Bhubaeswar on October 10, 2011
ଡକ୍ଟର ରାଷ୍ଟ୍ରବନ୍ଧୁ ଓ ଡକ୍ଟର ନାଗେଶ ପାଣ୍ଡେଙ୍କୁ
ସମ୍ବର୍ଦ୍ଧନା
ଓଡିଆ
ଶିଶୁ-ସାହିତ୍ୟ ଗବେଷଣା ପରିଷଦ (RIOCL)
ଆନୁକୁଲ୍ୟରେ ଗତ ଅକ୍ଟୋବର ୧୦, ୨୦୧୧ ତାରିଖରେ
ଭୁବନେଶ୍ବରର ୟୁନିଟ୍ – ୯ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ‘ଶିଶୁ-ସାହିତ୍ୟ
ଉତ୍ସବ – ୨୦୧୧’ ଓ ୧୯ ତମ ଶିଶୁ-ସାହିତ୍ୟିକ କର୍ମଶାଳାର ଉଦ୍ଯାପନ ଉତ୍ସବ ଅବସରରେ ହିନ୍ଦୀ ଶିଶୁ-ସାହିତ୍ୟର
ବିଶିଷ୍ଟ ଲେଖକ ଓ ବାଲ୍ ସାହିତ୍ୟ ସମୀକ୍ଷା ପତ୍ରିକାର ସଂପାଦକ ଡକ୍ଟର ରାଷ୍ଟ୍ରବନ୍ଧୁ ଓ ହିନ୍ଦୀ
ଶିଶୁ-ସାହିତ୍ୟର ଗବେଷକ ଡକ୍ଟର ନାଗେଶ ପାଣ୍ଡେଙ୍କୁ ଓଡିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ ତରଫରୁ
ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି
No comments:
Post a Comment