Friday, November 13, 2015

ଓଡିଆ ଶିଶୁସାହିତ୍ୟର ଗବେଷକ /ଗବେଷିକା ପରିଚୟ


ଓଡିଆ ଶିଶୁସାହିତ୍ୟର
ଗବେଷକ /ଗବେଷିକା ପରିଚୟ


ଓଡିଶାରେ ଶିଶୁ-ସାହିତ୍ୟର ଗବେଷଣା ବିଶ୍ୱବିଦ୍ୟାଳୟ ସ୍ତରରେ ୧୯୭୭ (ଏପ୍ରିଲ ୧୪) ମସିହାରୁ ଆରମ୍ଭ ହୋଇ ୨୦୧୫ ପର୍ଯ୍ୟନ୍ତ ୨୯ ଜଣ ଗବେଷକ/ଗବେଷିକା ପିଏଚ୍.ଡି. (କଳା ବିଭୂଷଣ) ଉପାଧି ଲାଭ କରି ସାରିଲେଣି  । ଓଡିଆ ସାହିତ୍ୟର ଏକ ନୂତନ ବିଷୟରେ ଏହି ୩୮ ବର୍ଷ ବିଷୟରେ ଯେତେଜଣ ଗବେଷକ/ଗବେଷିକା ଗବେଷଣା
କରି ସାରିଲେଣି, ସେମାନଙ୍କ ମଧ୍ୟରେ ଏକ ସଂପର୍କର ସେତୁ ରଚନା କରିବା ପାଇଁ "ଓଡିଆ ଶିଶୁ ସାହିତ୍ୟ ପରିଷଦ (୧୯୭୯)ର ଏକ ମହତ ଉଦ୍ଦେଶ୍ୟ । ସେମାନଙ୍କର ଏକ ପରିଚୟ ତାଲିକା ପ୍ରଦାନ କରାଯାଉଛି  । କେତେକ କ୍ଷେତ୍ରରେ ସୂଚନା ନ ମିଳିବାରୁ ଏହା ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ ।

1.    ଡକ୍ଟର ମନୀନ୍ଦ୍ର ମହାନ୍ତି (୧୯୪୬)
ଠିକଣା : ଅପର୍ଣ୍ଣା ସଦନ, ନୂଆବଜାର,
ଭଦ୍ରକ, ୭୫୬୧୦୦,
ଫୋନ୍- ୯୨୩୮୫୦୬୨୬୨,
Email-m.manindra @gmail.com
ଶିରୋନାମା : ଓଡିଆ -ଶିଶୁ ସାହିତ୍ୟ:- ଉନ୍ମେଷ ଓ ବିକାଶ (ସ୍ୱାଧୀନତା ପର୍ଯ୍ୟନ୍ତ)
ସମ୍ବଲପୁର ବିଶ୍ୱବିଦ୍ୟାଳୟ- ୧୯୭୭
ତତ୍ତ୍ୱାବଧାରକ : ଡକ୍ଟର ଗୋପାଳ ଚନ୍ଦ୍ର ମିଶ୍ର. (ବିଭାଗୀୟ ମୁଖ୍ୟ, ଓଡିଆ ଭାଷା ଓ
ସାହିତ୍ୟବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ 
ପରୀକ୍ଷକ : (୧) ଡକ୍ଟର ସୁକୁମାର ସେନ, (U.G.C ର ଅବସରପ୍ରାପ୍ତ ପ୍ରଫେସର
10,Raja Rajkissan street, Block- No 2 Sult, No.32, Calcutta-6)
୨) ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶ (U.G.C ର ଅବସର ପ୍ରାପ୍ତ ପ୍ରଫେସର, କଟକ )
ପ୍ରକାଶକ : ମାଣିକ- ବିଶ୍ୱନାଥ ଦାତବ୍ୟ ସ୍ମୃତିନ୍ୟାସ, ୨୯୩୪- ଗୌରୀ ନଗର,
ଭୁବନେଶ୍ୱର- ୨- ୧୯୯୨, ମୂଲ୍ୟ - ଟ ୧୫୦.୦୦ ପୃଷ୍ଠା ସଂଖ୍ୟା – ୩୯୮
2.    ଡକ୍ଟର ଦିଗରାଗ ବ୍ରହ୍ମା (୧୯୪୯)
ଠିକଣା : ୧୬୫୭, ମହାବୀର ବିହାର, ପୋ- କଲରାହାଙ୍ଗା, ଭା- କିଟ୍, ଭୁବନେଶ୍ୱର-୨୪,
ପିନ- ୭୫୧୦୨୪, ଫୋନ୍- ୯୪୩୭୭୮୪୫୯୨
ଶିରୋନାମା : Children's Literature and Education in India
(ଓଡିଆ ଶିଶୁ-ସାହିତ୍ୟର ଶିକ୍ଷାଗତ ପ୍ରୟୋଗ) - ଉତ୍କଳ ବିଶ୍ୱବିଦ୍ୟାଳୟ- ୧୯୮୫
ତତ୍ତ୍ୱାବଧାରକ : ଡକ୍ଟର ଜଗନ୍ନାଥ ମହାନ୍ତି
ପରୀକ୍ଷକ : ପ୍ରଫେସର ଦୁର୍ଗାଦାସ ଭଟ୍ଟାଚାର୍ଯ୍ୟ (କଲ୍ୟାଣୀ ବିଶ୍ୱବିଦ୍ୟାଳୟ)
ପ୍ରକାଶକ : Deep and Deep Publications. D-1/24, Rajauri Garden,
New Delhi - 110027- 1989- Rs.175.00, Page No- 231.
3.    ଡକ୍ଟର ମହେଶ୍ୱର ମହାନ୍ତି (୧୯୩୯)
ଠିକଣା : କେନ୍ଦୁଝର କଲୋନୀ, କନିକାରୋଡ, କଟକ- ୮, ପିନ୍- ୭୫୩୦୦୮,
ଫୋନ୍- ୯୩୩୭୩୫୦୦୧୧
ଶିରୋନାମା : ଓଡିଆ ଶିଶୁ ସାହିତ୍ୟର ସାମାଜିକ ପୃଷ୍ଠଭୂମି : ଏକ ଅଧ୍ୟୟନ-
ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୮୯ 
ତତ୍ତ୍ୱାବଧାରକ : ଡକ୍ଟର ଗୋପାଳ ଚନ୍ଦ୍ର ମିଶ୍ର (ପ୍ରଫେସର ସମ୍ବଲପୁର ବିଶ୍ୱବିଦ୍ୟାଳୟ)
ପ୍ରକାଶକ : କଲ୍ୟାଣୀ, କଲ୍ୟାଣୀ ନଗର, କଟକ -୧୩, ୧୯୯୮
ମୂଲ୍ୟ- ୧୬୦,୦୦ ପୃଷ୍ଠା ସଂଖ୍ୟା- ୪୪୭
4.    ଡକ୍ଟର କୃତ୍ତିବାସ ନାୟକ (୧୯୫୫)
ଠିକଣା : V.I.N-55 ଶୈଳଶ୍ରୀ ବିହାର,
ଭୁବନେଶ୍ୱର ୨୧. ଫୋନ ୯୯୩୭୭୪୩୫୦୮
ଶିରୋନାମା : ଓଡିଆ ଶିଶୁ ଗଳ୍ପର ସ୍ୱରୂପ ଓ ବିକାଶ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,
ଭଞ୍ଜବିହାର-୧୯୯୨
ତତ୍ତ୍ୱାବଧାରକ : ଡକ୍ଟର କୁମର ମଣି ସାହୁ ( ବକ୍ସିଜଗବନ୍ଧୁ କଲେଜ, ଭୁବନେଶ୍ୱର)
ପରୀକ୍ଷକ : ଡ. ଶ୍ୟାମସୁନ୍ଦର ମହାପାତ୍ର (ଶାନ୍ତି ନିକେତନ)
ଡ. ବାସୁଦେବ ସାହୁ (ଉତ୍କଳ ବିଶ୍ୱବିଦ୍ୟାଳୟ)
ପ୍ରକାଶକ : ଅରୁଣ-ତରୁଣ-କେନ୍ଦୁଝର-୧୯୯୫,
ମୂଲ୍ୟ- ଟ.୧୨୦.୦୦, ପୃଷ୍ଠା – ୨୯୮
5.    ଡକ୍ଟର ବସନ୍ତ କିଶୋର ସାହୁ (୧୯୫୫)
ଠିକଣା : ପୋ- କୁସୁପୁର, ଜି- କଟକ,
ପିନ-୭୫୪୨୦୫, ଫୋନ୍- ୯୪୩୭୫୨୬୨୦୧.
ଶିରୋନାମା : ଓଡିଆ ମୌଖିକ ଶିଶୁ-ସାହିତ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ -୧୯୯୩
ତତ୍ତ୍ୱାବଧାରକ : ଡକ୍ଟର ମନୀନ୍ଦ୍ର ମହନ୍ତି
ପରୀକ୍ଷକ : ଡକ୍ଟର ଭୀମ ଦାସ ଓ ଡକ୍ଟର ଦଶରଥ ନାୟକ
ପ୍ରକାଶକ : ଚିତ୍ରୋତ୍ପଳା ପବ୍ଲିକେଶନ୍ସ-ସାଲେପୁର, କଟକ, ୧୯୯୬
ମୂଲ୍ୟ- ଟ.୧୦୦.୦୦, ପୃଷ୍ଠା ୩୫୨
6.    ଡକ୍ଟର ସୁରେଶ ଚନ୍ଦ୍ର କର (୧୯୬୨)
ଠିକଣା : ପ୍ଲଟ ନଂ- ଡି/୫୭, ସି.ଡି.ଏ. ସେକ୍ଟର - ୭,
କଟକ-୧୪, ପିନ୍- ୭୫୩୦୧୪, ଫୋନ୍- ୯୮୫୩୭୮୫୭୯୫
ଶିରୋନାମା : ଓଡିଆ ଶିଶୁ-ସାହିତ୍ୟକୁ ଉଦୟନାଥ ଷଡଙ୍ଗୀଙ୍କ ଅବଦାନ –
ଉତ୍କଳ ବିଶ୍ୱବିଦ୍ୟାଳୟ-୧୯୯୦
ତତ୍ତ୍ୱାବଧାରକ : ଡକ୍ଟର ଆଶୁତୋଷ ପଟ୍ଟନାୟକ(ଉତ୍କଳ ବିଶ୍ୱବିଦ୍ୟାଳୟ)
ପରୀକ୍ଷକ : ଡକ୍ଟର ଗଙ୍ଗାଧର ବଳ, ଅଧ୍ୟାପକ ମୃତ୍ୟୁଞ୍ଜୟ ନାୟକ
7.   ଡକ୍ଟର ଧ୍ରୁବ ଚରଣ ନାୟକ
ଠିକଣା : ସିଂ ପୁର, ଜି- ଯାଜପୁର, ପିନ୍- ୭୫୫୦୦୮
ଶିରୋନାମା : ପଣ୍ଡିତ ଉପେନ୍ଦ୍ର ତ୍ରିପ।ଠୀଙ୍କ ଶିଶୁ ସାହିତ୍ୟ- ଏକ ଅନୁଶୀଳନ,
ଉତ୍କଳ ବିଶ୍ୱବିଦ୍ୟାଳୟ-୧୯୯୬
8.    ଡକ୍ଟର ବିନତା ଶତପଥୀ
ଠିକଣା : କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ,
ପୋ-ଶାଳପଡା, ଜି- କେନ୍ଦୁଝର, ଫୋନ୍- ୯୪୩୭୬୧୨୫୪୭
ଶିରୋନାମା : ଓଡିଆ ଶିଶୁ ସାହିତ୍ୟକୁ ନଦିୟା ବିହାରୀଙ୍କ ଅବଦାନ-
ଉତ୍କଳ ବିଶ୍ୱବିଦ୍ୟାଳୟ- ୧୯୯୬
ତତ୍ତ୍ୱାବଧାରକ : ଡକ୍ଟର ମନୀନ୍ଦ୍ର ମହାନ୍ତି
ପରୀକ୍ଷକ : ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ, ଡକ୍ଟର ଆଦିକନ୍ଦ ସାହୁ,
(ସମ୍ବଲପୁର ବିଶ୍ୱବିଦ୍ୟାଳୟ)
9.    ଡକ୍ଟର ରାମଚନ୍ଦ୍ର ଦେଓ (୧୯୪୪)
ଠିକଣା : ବାବୁସାହି, ୱାର୍ଡ ନଂ-୫, ପୋ- ବାରିପଦା,
ଜିଲ୍ଲା- ମୟୂରଭଞ୍ଜ, ପିନ-୭୫୭୦୦୧, ଫୋନ୍- ୯୪୩୭୪୯୧୨୧୪,
ଶିରୋନାମା : ଓଡିଆ ଓ ବଙ୍ଗଳା ଶିଶୁ ସାହିତ୍ୟ :ଏକ ତୁଳନାତ୍ମକ ଅଧ୍ୟୟନ
(ସ୍ୱାଧୀନତା ପର୍ଯ୍ୟନ୍ତ) ଉତ୍କଳ ବିଶ୍ୱବିଦ୍ୟାଳୟ - ୧୯୯୭
ତତ୍ତ୍ୱାବଧାରକ : ଡକ୍ଟର ମନୀନ୍ଦ୍ର ମହାନ୍ତି
ପରୀକ୍ଷକ : ଡ.ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ (ସମ୍ବଲପୁର ବିଶ୍ୱବିଦ୍ୟାଳୟ),
ଡ. କୁମୁଦ ଚନ୍ଦ୍ର ପାଣିଗ୍ରାହୀ ।
10. ଡକ୍ଟର ଭାଗବତ ପ୍ରସାଦ ଲେଙ୍କା (୧୯୪୧)
   ଠିକଣା : ନିଗମାନନ୍ଦ ମାର୍ଗ, ପୋ-ବାରିପଦା,ଜିଲ୍ଲା-ମୟୂରଭଞ୍ଜ,ପିନ୍- ୭୫୭୦୦୩
   ଶିରୋନାମା : ସ୍ୱାଧୀନତା ପରବର୍ତ୍ତୀ ଓଡିଆ ଶିଶୁ ସାହିତ୍ୟ :ଏକ ବିଶ୍ଳେଷଣାତ୍ମକ
   ଅନୁଧ୍ୟାନ, ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୯୮
   ତତ୍ତ୍ୱାବଧାରକ : ଡକ୍ଟର ଜଗନ୍ନାଥ ମହାନ୍ତି, ଶ୍ରୀ ପ୍ରାଣବନ୍ଧୁ କର
   ପରୀକ୍ଷକ : ଡକ୍ଟର ବାସୁଦେବ ସାହୁ (ଉତ୍କଳ ବିଶ୍ୱବିଦ୍ୟାଳୟ),
   ଡକ୍ଟର ସୁଦର୍ଶନଆଚାର୍ଯ୍ୟ.
   ପ୍ରକାଶକ : "ସ୍ୱାଧୀନତା ପରବର୍ତ୍ତୀ ଓଡିଆ ଶିଶୁ ସାହିତ୍ୟ'- ତକ୍ଷଶୀଳା, ବାଲୁବଜାର,
   କଟକ-୨-୨୦୦୦, ମୂଲ୍ୟ-ଟଙ୍କା ୯୦, ପୃଷ୍ଠା-୩୦୮
11. ଡକ୍ଟର ଶଙ୍କର୍ଷଣ ସାମଲ ( ୧୯୫୧)
ଠିକଣା : ଇବି- ୩୪୨, ଲକ୍ଷ୍ମୀ ସାଗର ବ୍ରିଟ କଲୋନୀ,
ଷ୍ଟେଜ୍-୨, ଭୁବନେଶ୍ୱର-୬, ପିନ୍- ୭୫୧୦୦୬, ଫୋନ୍- ୯୯୩୮୮୨୮୩୧୯
ଶିରୋନାମା : ଶିଶୁ- ସାହିତ୍ୟିକ ବିନୋଦ କାନୁନଗୋ, ଉତ୍କଳ ବିଶ୍ୱବିଦ୍ୟାଳୟ-୧୯୯୯
ତତ୍ତ୍ୱାବଧାରକ : ଡକ୍ଟର ଅରବିନ୍ଦ ପଟ୍ଟନାୟକ
ପରୀକ୍ଷକ : ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ, ଡକ୍ଟର ପ୍ରସନ୍ନ କୁମାର ପ୍ରଧାନ (ରାଞ୍ଚି
ବିଶ୍ୱବିଦ୍ୟାଳୟ)
12. ଡକ୍ଟର ଲାବଣ୍ୟ ଚନ୍ଦ୍ର ସାହୁ (୧୯୪୧)
ଠିକଣା : ୩୫, ବସନ୍ତ ବିହାର, ବ୍ରହ୍ମେଶ୍ୱର ପାଟଣା,
ଭୁବନେଶ୍ୱର-୨, ପିନ୍- ୭୫୧୦୦୨, ଫୋନ୍- ୯୩୩୮୨୨୦୯୨୫
ଶିରୋନାମା : ଓଡିଆ ଶିଶୁ ସାହିତ୍ୟକୁ ଭକ୍ତକବି ମଧୁସୂଦନ ରାଓଙ୍କ ଅବଦାନ-
ଉତ୍କଳ ବିଶ୍ୱବିଦ୍ୟାଳୟ -୨୦୦୦
ତତ୍ତ୍ୱାବଧାରକ : ଡକ୍ଟର ମହେଶ୍ୱର ମହାନ୍ତି
ପରୀକ୍ଷକ : ଡକ୍ଟର ବୈରାଗୀ ଚରଣ ଜେନା (ସମ୍ବଲପୁର ବିଶ୍ୱବିଦ୍ୟାଳୟ),
ଡକ୍ଟର ବାଉରିବନ୍ଧୁ କର 
ପ୍ରକାଶକ : କାଳିଆ ପବ୍ଲିଶର୍ସ, ଗଙ୍ଗା ମନ୍ଦିର, କଟକ-୧, ୨୦୦୨-
ମୂଲ୍ୟ- ୨୩୦, ପୃଷ୍ଠା ୩୮୦)
13. ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ (୧୯୬୪)
ଠିକଣା :ଏଫ୍- ୧୧/୨- ଯୁନିଟ୍-୯
ପୋ- ଭୋଇନଗର, ଭୁବନେଶ୍ୱର-୨୨,
ପିନ୍- ୭୫୧୦୨୨, ଫୋନ୍- ୯୮୬୧୧୯୧୨୮୮
ଶିରୋନାମା : ଆଧୁନିକ ଓଡିଆ ଶିଶୁ ସାହିତ୍ୟ : ବ୍ୟାପ୍ତି ଓ ବୈଚିତ୍ର୍ୟ-
ଉତ୍କଳ ବିଶ୍ୱବିଦ୍ୟାଳୟ-୨୦୦୦
ତତ୍ତ୍ୱାଧାରକ : ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର
ପରୀକ୍ଷକ : ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ(ବିଶ୍ୱଭାରତୀ-ଶାନ୍ତି ନିକେତନ)
ଡକ୍ଟର ପ୍ରସନ୍ନ କୁମାର ପ୍ରଧାନ (ରାଞ୍ଚି ବିଶ୍ୱବିଦ୍ୟାଳୟ)
ପ୍ରକାଶକ : ଦେବାଶିଷ ପ୍ରକାଶନ- ୧୧୮/୪୬୦- ବମିଖାଲ, ରସୁଲଗଡ
ଭୁବନେଶ୍ୱର-୧୦-୨୦୦୧, ମୂଲ୍ୟ-୧୫୦, ପୃଷ୍ଠା - ୩୧୦
14. ଡକ୍ଟର ଉପେନ୍ଦ୍ର କୁମାର ଜେନା- (୧୯୫୪)
ଠିକଣା : ଗ୍ରୀଡ଼କୋ କଲୋନି, ଭୁବନେଶ୍ୱର,ଫୋନ୍- ୯୪୩୭୧୩୩୩୬୮
ଶିରୋନାମା : ଓଡିଆ ଶିଶୁ-ସାହିତ୍ୟକୁ ପତ୍ରପତ୍ରିକାର ଅବଦାନ,
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ - ୨୦୦୧
ତତ୍ତ୍ୱାବଧାରକ : ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର
ପରୀକ୍ଷକ : ଡକ୍ଟର ଦାଶରଥି ପ୍ରସାଦ ଦାସ, ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ
(ବିଶ୍ୱଭାରତୀ, ଶାନ୍ତି ନିକେତନ)
15. ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି (୧୯୫୪)
ଠିକଣା : ବାଗସାହି, ପୋ/ଜି- ଜଗତସିଂହପୁର,
ପିନ୍- ୭୫୪୧୦୩, ଫୋନ୍- ୯୯୩୭୦୧୫୦୭୨
ଶିରୋନାମା : ଓଡିଆ ଶିଶୁ ସାହିତ୍ୟକୁ ବିନୋଦ କାନୁନଗୋଙ୍କ ଅବଦାନ- ଉକô
ବିଶ୍ୱବିଦ୍ୟାଳୟ-୨୦୦୨
ତତ୍ତ୍ୱାବଧାରକ : ଡକ୍ଟର ରାଧାଶ୍ୟାମ ବେହୁରା (ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ,
ଜଗସିଂହପୁର)
ପରୀକ୍ଷକ : ଡକ୍ଟର ଆଶୁତୋଷ ପଟ୍ଟନାୟକ, ଡକ୍ଟର ବିଜୟ କୁମାର ଶତପଥୀ
(ଉତ୍କଳ ବିଶ୍ୱବିଦ୍ୟାଳୟ)
16. ଡକ୍ଟର ଜ୍ୟେତିର୍ମୟୀ ରାଜଗୁରୁ
ଠିକଣା : ମାର୍ଫତ- ଶ୍ରୀ. କେ.ସି ରାଜଗୁରୁ,
ଜି- ୧୧୨, ଏଇଚ.ଏ. ଏଲ୍, ଟାଉନସିପ୍ ପୋ- ସୁନାବେଡା-୨, ଜିଲ୍ଲା-କୋରାପୁଟ,
ପିନ୍ - ୭୬୩୦୦୨ ଫୋନ୍-(୦୬୮୫୩) ୨୨୩୯୬୦
ଶିରୋନାମା : ଓଡିଆ ଶିଶୁ-ସାହିତ୍ୟକୁ ନନ୍ଦକିଶୋର ସାମଲଙ୍କ ଅବଦାନ- ବ୍ରହ୍ମପୁର
ବିଶ୍ୱବିଦ୍ୟାଳୟ, ଭଞ୍ଜବିହାର- ୨୦୦୩
ତତ୍ତ୍ୱାବଧାରକ : ଡକ୍ଟର ବସନ୍ତ କିଶୋର ସାହୁ
ପରୀକ୍ଷକ : ଡକ୍ଟର ସ୍ନେହଲତା ମିଶ୍ର (ଉତ୍କଳ ବିଶ୍ୱବିଦ୍ୟାଳୟ), ଡକ୍ଟର
ବୈଷ୍ଣବଚରଣ ସାମଲ
17. ଡକ୍ଟର ସାର୍ଥକ ସାରଥୀ ସାମନ୍ତରାୟ (୧୯୬୪)
ଠିକଣା : ଏଲ୍. ଆଇ.ଜି- ୧୧୨୩- କେ-୪-କଳିଙ୍ଗନଗର
ପୋ- ପାତ୍ରପଡା, ଭୁବନେଶ୍ୱର- ୧୬,
ପିନ୍- ୭୫୧୦୧୬, ଫୋନ୍- ୯୮୬୧୩୮୭୧୩୩
ଶିରୋନାମା : ଓଡିଆ ଶିଶୁ ନାଟକର ଗତି ଓ ପ୍ରକୃତି –
ଉତ୍କଳ ବିଶ୍ୱବିଦ୍ୟାଳୟ - ୨୦୧୪
ତତ୍ତ୍ୱାବଧାରକ : ଡକ୍ଟର ନାରାୟଣ ସାହୁ (ଉତ୍କଳ ବିଶ୍ୱବିଦ୍ୟାଳୟ)
18. ଡକ୍ଟର ନିରଞ୍ଜନ ସାହୁ
ଠିକଣା : ପୋ- ସାହୁପଡା, ଭା-ବରି, ଜି- ଯାଜପୁର,
ପିନ୍- ୭୫୫୦୦୩, ଫୋନ୍- ୯୪୩୭୫୧୦୬୨୨
ଶିରୋନାମା : ଓଡିଆ ଶିଶୁ ସାହିତି୍ୟକୁ ଯାଜୁ ୁରର ଅବଦାନ-
ଉତ୍କଳ ବିଶ୍ୱବିଦ୍ୟାଳୟ-୨୦୦୪
ତତ୍ତ୍ୱାବଧାରକ : ଡକ୍ଟର ରବୀନ୍ଦ୍ର କୁମାର ବିହାରୀ
19. ଡକ୍ଟର ବାନାମ୍ବର ପୃଷ୍ଟି (୧୯୬୯)
ଠିକଣା: ନୟାଗଡ ମହାବିଦ୍ୟାଳୟ, ନୟାଗଡ,
ପିନ୍- ୭୫୨୦୯୯, ଫୋନ୍- ୯୭୭୮୧୩୩୩୯୪
ଶିରୋନାମା : କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଶିଶୁ ସାହିତ୍ୟ - ଏକ ଅଧ୍ୟୟନ-
ଉତ୍କଳ ବିଶ୍ୱବିଦ୍ୟାଳୟ-୨୦୦୫
ତତ୍ତ୍ୱାବଧାରକ : ଡ. ନିମାଇଁ ଚରଣ ପଟ୍ଟନାୟକ
ପରୀକ୍ଷକ : ଡ. ବୈଷ୍ଣବ ଚରଣ ସାମଲ, ଡ. ବିଜୟ କୁମାର ଶତପଥୀ
20. ଡକ୍ଟର ବିଜୟ କୁମାର ଅଗ୍ରୱାଲ
ଠିକଣା : ସାମ୍ବାଦିକ-ସମାଜ, ପୋ - ବାରିପଦା,
ଜି- ମୟୂରଭଞ୍ଜ, ଫୋନ୍- ୯୪୩୭୦୩୨୬୦୩
ଶିରୋନାମା : ସ୍ୱାଧୀନତା ପରବର୍ତ୍ତୀ ଓଡିଆ ଶିଶୁ କଥା ସାହିତ୍ୟ-
ଉତ୍କଳ ବିଶ୍ୱବିଦ୍ୟାଳୟ-୨୦୦୫
21. ଡକ୍ଟର ରାଜକିଶୋର ପାଢୀ (୧୯୪୨)
ଠିକଣା : କୋତପୁର, ଜି- ଯାଜପୁର,
ପିନ୍- ୭୫୫୦୪୫, ଫୋନ୍- ୯୯୩୭୫୫୧୫୭୭
ଶିରୋନାମା : ଓଡିଆ ଶିଶୁ-ସାହିତ୍ୟକୁ ଡ. ଜଗନ୍ନାଥ ମହାନ୍ତିଙ୍କ ଅବଦାନ-
ଉତ୍କଳ ବିଶ୍ୱବିଦ୍ୟାଳୟ -୨୦୦୫
ତତ୍ତ୍ୱାବଧାରକ : ଡକ୍ଟର ବସନ୍ତ କିଶୋର ସାହୁ
ପରୀକ୍ଷକ : ଡକ୍ଟର ବୈଷ୍ଣବ ଚରଣ ସାମଲ, ଡକ୍ଟର ସମର ମୁଦୁଲି
(ସମ୍ବଲପୁର ବିଶ୍ୱବିଦ୍ୟାଳୟ)
ପ୍ରକାଶକ : ""ବରିଷ୍ଠ ଓଡିଆ ଶିଶୁ-ସାହିତ୍ୟ ସ୍ରଷ୍ଟା ଓ ଶିକ୍ଷାବିତ୍ ଡକ୍ଟର ଜଗନ୍ନାଥ
ମହାନ୍ତି'' ମାଣିକ, ବିଶ୍ୱନାଥ,ଦାତବ୍ୟ- ସ୍ମୃତିନ୍ୟାସ- ଗୌରୀନଗର
ଭୁବନେଶ୍ୱର-୨ ୨୦୦୬-ମୂଲ୍ୟ ଟ.୧୬୦.୦୦, ପୃଷ୍ଠା - ୨୩୫
22. ଡକ୍ଟର ପ୍ରବୀଣା ପରିଡା (୧୯୭୨)
ଠିକଣା : ମାର୍ଫ୍ତ- ଶ୍ରୀ ଏସ୍.କେ. ପରିଡା, ମହାବୀର
ନିବାସ, ପ୍ଲଟ ନଂ- ସି-୯, ଷ୍ଟାର ସିଟି, ପଟିଆ
ପୋ- କିଟ୍, ଭୁବନେଶ୍ୱର-୨୪
ପିନ୍- ୭୫୫୦୨୪, ଫୋନ୍- ୦୮୮୯୫୫୫୪୭୭୬
ଶିରୋନାମା : ଓଡିଆ ଶିଶୁ ସାହିତ୍ୟକୁ ନନ୍ଦକିଶୋର ବଳଙ୍କ ଅବଦାନ-
ଉତ୍କଳ ବିଶ୍ୱବିଦ୍ୟାଳୟ, ୨୦୦୬
ତତ୍ତ୍ୱାବଧାରକ : ଡକ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତି (ରମାଦେବୀ ମହାବିଦ୍ୟାଳୟ, ଭୁବନେଶ୍ୱର)
ପରୀକ୍ଷକ : ଡକ୍ଟର ସଂଘମିତ୍ରା ମିଶ୍ର, ଡକ୍ଟର ବୈରାଗୀ ଚରଣ ଜେନା
ପ୍ରକାଶକ : ଓଡିଆ ଶିଶୁ ସାହିତ୍ୟ ସୃଜନବଳୟରେ କବି ନନ୍ଦକିଶୋର ବଳ- ସୁବର୍ଣ୍ଣ
ପ୍ରକାଶନୀ, ବାଲେଶ୍ୱର - ଟ.୧୫୦, ପୃଷ୍ଠା ସଂଖ୍ୟା ୨୩୬
23. ଡକ୍ଟର କନକଲତା ମହାପାତ୍ର
ଠିକଣା: ମାର୍ଫତ- ଶ୍ରୀ ଚତୁର୍ଭୁଜ ମହାପାତ୍ର-
ପ୍ରାଚୀ ଏକାଡେମୀ, ଅଡଶପୁର,
ଶିରୋନାମା : ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦ : ଏକ ଅଧ୍ୟୟନ - ଉତ୍କଳ
ବିଶ୍ୱବିଦ୍ୟାଳୟ-୨୦୦୭
ତତ୍ତ୍ୱାବଧାରକ : ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା (ରମାଦେବୀ ମହାବିଦ୍ୟାଳୟ,
ଭୁବନେଶ୍ୱର)
ପରୀକ୍ଷକ : ଡକ୍ଟର ମହେଶ୍ୱର ମହାନ୍ତି, ଡକ୍ଟର କୃଷ୍ଣକୁମାର ପଟ୍ଟନାୟକ
(ଗଙ୍ଗାଧର ମେହେର ମହାବିଦ୍ୟାଳୟ, ସମ୍ବଲପୁର)
24. ଡକ୍ଟର ଦେବେନ୍ଦ୍ର ପତି
ଶିରୋନାମା : ଓଡିଆ ଶିଶୁ ନାଟକର ସ୍ୱରୂପ , ଉତ୍କଳ ବିଶ୍ୱବିଦ୍ୟାଳୟ-୨୦୦୭
ତତ୍ତ୍ୱାବଧାରକ : ଡକ୍ଟର ନାରାୟଣ ସାହୁ (ଉତ୍କଳ ବିଶ୍ୱବିଦ୍ୟାଳୟ)
25.ଡକ୍ଟର ସ୍ମିତା ମହାରଣା
ଠିକଣା : ମାର୍ଫତ- ଶ୍ରୀ ଏସ୍.ଏନ୍.ମହାରଣା,
ରୋଡ ନଂ-୧୦, ଜଗନ୍ନାଥ ନଗର, ଜି.ଜି.ପି. କଲୋନୀ,
ରସୁଲଗଡ, ଭୁବନେଶ୍ୱର-୧୦, ପିନ୍- ୭୫୧୦୧୦,
ଫୋନ୍- ୯୪୩୭୨୩୬୫୩୦
ଶିରୋନାମା : ଶିଶୁ ସାହିତ୍ୟିକ ଶ୍ରୀ ବୀରବର ଓତାଙ୍କ ସାହିତ୍ୟକୃତି—
ଉତ୍କଳ ବିଶ୍ୱବିଦ୍ୟାଳୟ-୨୦୦୮
ତତ୍ତ୍ୱାବଧାରକ : ଡକ୍ଟର ବିଷ୍ଣୁ ପ୍ରିୟା ଓତା (ଉତ୍କଳ ବିଶ୍ୱବିଦ୍ୟାଳୟ)
ପରୀକ୍ଷକ : ଡକ୍ଟର ବିଜୟ କୁମାର ଶତପଥୀ, ଡକ୍ଟର କିଶୋର ଚନ୍ଦ୍ର ଦାସ
(ରେଭେନ୍ସା କଲେଜ, କଟକ)
26. ଡକ୍ଟର ଅନ୍ତର୍ଯ୍ୟାମୀ ପ୍ରଧାନ (୧୯୬୪)
ଠିକଣା: ୨ ଆର୍.ଆର୍- ୧୧/୭ ଗୋପବନ୍ଧୁ ନଗର,ୟୁନିଟ୍-୮,
ଭୁବନେଶ୍ୱର -୧୨, ପିନ୍ ୭୫୧୦୧୨, ଫୋନ୍- ୯୮୬୧୩୫୮୫୯୨
ଶିରୋନାମା : ପଚାଶ ବର୍ଷର ଓଡିଆ ଶିଶୁ କବିତା (୧୯୪୭-୧୯୯୭)
ଉତ୍କଳ ବିଶ୍ୱବିଦ୍ୟାଳୟ- ୨୦୧୦
ତତ୍ତ୍ୱାବଧାରକ : ଡକ୍ଟର ଶତ୍ରୁଘ୍ନ ପାଣ୍ଡବ
ପରୀକ୍ଷକ : ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ, ଡକ୍ଟର ପ୍ରତିଭା ଶତପଥୀ
ପ୍ରକାଶକ : ସ୍ୱାଧୀନତୋତ୍ତର ଓଡିଆ ଶିଶୁ କବିତା (୧୯୪୭-୧୯୯୭) ପଲ୍ଲୀପ୍ରଭା
ପ୍ରକାଶନୀ ପାଳସାହି, ଭା-ରେଞ୍ଚ, ଜି- ଖୋର୍ଦ୍ଧା, ୨୦୧୨-
ମୂଲ୍ୟ- ଟ.୨୦୦.୦୦, ପୃଷ୍ଠା:- ୩୩୫
27.ଡକ୍ଟର ଲଳିତ ରଞ୍ଜନ ସେନାପତି
ଠିକଣା: ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋର ବାଲେଶ୍ୱର
ଶିରୋନାମା : ରାମକୃଷ୍ଣ ନନ୍ଦଙ୍କର ଓଡିଆ ଶିଶୁ ସାହିତ୍ୟକୁ ଅବଦାନ- ଫକୀରମୋହନ
ବିଶ୍ୱବିଦ୍ୟାଳୟ-୨୦୧୦
ତତ୍ତ୍ୱାବଧାରକ : ଡକ୍ଟର ପୂର୍ଣ୍ଣଚନ୍ଦ୍ର ପାଢୀ (ଶ୍ରୀ ନିବାସ ମହାବିଦ୍ୟାଳୟ, ମଙ୍ଗଳପୁର,
ସୋର ବାଲେଶ୍ୱର 
ପରୀକ୍ଷକ : ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି, ଡକ୍ଟର ମନୋରଞ୍ଜନ ପ୍ରଧାନ
(ବିଶ୍ୱଭାରତୀ, ଶାନ୍ତିନିକେତନ)
28. ଡକ୍ଟର ସରଳା ବେହେରା (୧୯୫୯)
ଠିକଣା: ବି- ୨୦୦୨- ପୋ- ସୁନାବେଡା, ଜି- କୋରାପୁଟ,
ପିନ୍- ୭୬୩୦୦୨, ଫୋନ୍- ୯୪୩୭୭୪୬୪୬୭
ଶିରୋନାମା : ଓଡିଆ ଶିଶୁ ସାହିତ୍ୟକୁ ଡକ୍ଟର ବସନ୍ତ କିଶୋର ସାହୁଙ୍କ ଅବଦାନ-
ସି.ଏମ୍.ଜେ. ଯୁନିଭରସିଟି, ମେଘାଳୟ- ୨୦୧୩
ତତ୍ତ୍ୱାବଧାରକ : ଡକ୍ଟର ଦେବାଶିଷ ପାତ୍ର (ରାଜଧାନୀ ମହାବିଦ୍ୟାଳୟ), ଭୁବନେଶ୍ୱର
ପ୍ରକାଶକ : ପଦ୍ମା ପ୍ରକାଶନୀ- ଏନ୍.-୫-ଏଫ୍-୭. ଆଇ.ଆର୍.ସି. ଭିଲେଜ,
ନୟାପଲ୍ଲୀ, ଭୁବନେଶ୍ୱର-୧୫, ୨୦୧୪-ମୂଲ୍ୟ ଟ.୩୦୦.୦
29. ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ (୧୯୫୦)
ଠିକଣା : ଶ୍ୟାମ ସୁନ୍ଦର ହାଇସ୍କୁଲ, ମିର୍ଜାପୁର,
ଯାଜପୁର, ଫୋନ୍- ୯୪୩୭୮୭୩୨୨୧
ଶିରୋନାମା : ଶିଶୁ ସାହିତ୍ୟ ସ୍ରଷ୍ଟା ବୀରକିଶୋର - ଉତ୍କଳ ବିଶ୍ୱବିଦ୍ୟାଳୟ-୨୦୧୫
ତତ୍ତ୍ୱାବଧାରକ : ଡକ୍ଟର ବିଜୟ କୁମାର ଷଡଙ୍ଗୀ- ଏନ୍.ସି. କଲେଜ, ଯାଜପୁର 
ପରୀକ୍ଷକ : ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ, ଡକ୍ଟର ପୂଣ୍ଣଚନ୍ଦ୍ର ମିଶ୍ର


No comments:

Post a Comment