ଓଡିଆ
ଶିଶୁ-ସାହିତ୍ୟ ଗବେଷଣା ପରିଷଦ (RIOCL)
ଆନୁକୁଲ୍ୟରେ ଗତ ଅକ୍ଟୋବର ୮, ୨୦୧୧ ତାରିଖରେ
ଭୁବନେଶ୍ବରର ୟୁନିଟ୍ – ୯ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ‘ଶିଶୁ-ସାହିତ୍ୟ
ଉତ୍ସବ – ୨୦୧୧’ ଓ ୧୯ ତମ ଶିଶୁ-ସାହିତ୍ୟିକ କର୍ମଶାଳାର ଉଦ୍ଘାଟନ ଉତ୍ସବରେ ଶ୍ରୀ ରମେଶ ଚନ୍ଦ୍ର
ଦାସଙ୍କ ରଚିତ ଶିଶୁ-ସାହିତ୍ୟ ଆଲୋଚନା ସଂକଳନ ‘ଓଡିଆ ଶିଶୁ-ସାହିତ୍ୟ ଚର୍ଚ୍ଚା’ ଉନ୍ମୋଚିତ ହୋଇଯାଇଛି
ଏହାକୁ ଉନ୍ମୋଚନ କରିଛନ୍ତି ହିନ୍ଦୀ ଭାଷାର ବିଖ୍ୟାତ ଶିଶୁ-ସାହିତ୍ୟିକ ତଥା ବାଲ୍ ସାହିତ୍ୟ ସମୀକ୍ଷା
ପତ୍ରିକାର ସଂପାଦକ ଡକ୍ଟର ରାଷ୍ଟ୍ରବନ୍ଧୁ
Thanks for your regards.
ReplyDelete