Research Institute of Odia Children's Literature ( RIOCL )
21stth Children's Writers Work Shop -2013
Venue : Royal College of Science & Technology,Bhubaneswar
Topic : Illustration for Children's Literature
Date : October16 & 17, 2013.
ଓଡ଼ିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ
Research Institute of
Odia Children’s Literature(RIOCL)
୨୧ତମ ଶିଶୁ-ସାହିତ୍ୟିକ କର୍ମଶାଳା - ୨୦୧୩
ପ୍ରତିବର୍ଷ
ଭଳି ଚଳିତ ବର୍ଷ ଓଡ଼ିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ ଏହାର ୨୧ତମ ଶିଶୁ-ସାହିତ୍ୟିକ କର୍ମଶାଳା ଚଳିତ
ଅକ୍ଟୋବର ମାସ ୧୬ ଓ ୧୭ ତାରିଖ ଦିନ ଭୁବନେଶ୍ବରର ରୟାଲ କଲେଜ ଅଫ୍ ସାଇନ୍ସ ଓ ଟେକ୍ନୋଲୋଜି ପରିସରରେ
ଅନୁଷ୍ଠିତ କରିବା ପାଇଁ ଆୟୋଜନ କରିଅଛି ଏହି କର୍ମଶାଳା ‘ଶିଶୁ-ସାହିତ୍ୟରେ ଚିତ୍ର’ ବିଷୟରେ ଅନୁଷ୍ଠିତ
ହେବ ଉକ୍ତ କର୍ମଶାଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଶୁ-ସାହିତ୍ୟକ,ଶିଶୁପତ୍ରିକା ସଂପାଦକ,ଚିତ୍ରଶିଳ୍ପୀ
ଓ ଶିଶୁ-ସାହିତ୍ୟ ଗବେଷକମାନେ ଅଂଶ ଗ୍ରହଣ କରିବେ କର୍ମଶାଳାରେ ଓଡ଼ିଶା ତଥା ଓଡ଼ିଶା ବାହାରର ବହୁ
ବିଶିଷ୍ଟ ସାହିତ୍ୟିକ ଓ ଶିଶୁ-ସାହିତ୍ୟିକ ଅତିଥି ଓ ମାର୍ଗ ଦର୍ଶକ ରୂପେ ଯୋଗଦାନ କରିବାର କାର୍ଯ୍ୟକ୍ରମ
ରହିଛି
very nice ..... i will join this ceremony .......
ReplyDeleteWith Regards
Arunanshu Shekhar Ojha
Cell-9178484891