ଓଡ଼ିଆ
ଶିଶୁ-ସାହିତ୍ୟ ଗବେଷଣା ପରିଷଦ
Research Institute of Odia Children’s Literature
୨୧ ତମ ଶିଶୁ-ସାହିତ୍ୟିକ
କର୍ମଶାଳା –
୨୦୧୪
ଚଳିତ ବର୍ଷ ଓଡ଼ିଆ ଶିଶୁ-ସାହିତ୍ୟ ଗବେଷଣା
ପରିଷଦ ଏହାର ୨୧ ତମ ଶିଶୁ- ସାହିତ୍ୟିକ କର୍ମଶାଳା ଚଳିତ ଅକ୍ଟୋବର ମାସ ୫ ଓ ୬ ତାରିଖ ଦିନ
ଭୁବନେଶ୍ୱରସ୍ଥ ରୟାଲ କଲେଜ ଅଫ୍ ସାଇନ୍ସ ଓ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ କରିବା ପାଇଁ
ଆୟୋଜନ କରିଅଛି । ଏହି କର୍ମଶାଳାଟି ‘ଶିଶୁ-ସାହିତ୍ୟରେ ଚିତ୍ରର ଭୂମିକା’ ବିଷୟରେ ଅନୁଷ୍ଠିତ ହେବ । ଉକ୍ତ କର୍ମଶାଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଶୁ- ସାହିତ୍ୟିକ ଶିଶୁପତ୍ରିକାର ସଂପାଦକ,
ଚିତ୍ରଶିଳ୍ପୀ ଓ ଶିଶୁ-ସାହିତ୍ୟ ଗବେଷକମାନେ ଅଂଶ ଗ୍ରହଣ କରିବେ
। କର୍ମଶାଳାରେ ଓଡ଼ିଶା ତଥା ଓଡ଼ିଶା ବାହାରର ବହୁ
ବିଶିଷ୍ଟ ସାହିତ୍ୟିକ ଓ ଶିଶୁ- ସାହିତ୍ୟିକ ଅତିଥି ଓ ମାର୍ଗ ଦର୍ଶକ ରୂପେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।
(ବି:ଦ୍ର: ୨୦୧୩ ମସିହାରେ ପ୍ରାକୃତିକ ବିପର୍ଯ୍ୟୟ ‘ପାଇଲିନ୍ ବାତ୍ୟା’ ପାଇଁ କର୍ମଶାଳା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା ।)
Research Institute of Odia Children's
Literature ( RIOCL )
21stth Children's Writers Work Shop
-2014
Venue : Royal College of Science &
Technology, Bhubaneswar
Topic : Role of Illustration in Children's
Literature
Date : October 5 & 6, 2014.
No comments:
Post a Comment