Wednesday, August 28, 2013

Research Institute of Odia Children's Literature ( RIOCL )

21stth Children's Writers Work Shop -2013

Venue : Royal College of Science & Technology,Bhubaneswar

Topic : Illustration for Children's Literature

Date : October16 & 17, 2013.

 


ଓଡ଼ିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ
Research Institute of Odia Children’s Literature(RIOCL)
୨୧ତମ ଶିଶୁ-ସାହିତ୍ୟିକ କର୍ମଶାଳା - ୨୦୧୩

ପ୍ରତିବର୍ଷ ଭଳି ଚଳିତ ବର୍ଷ ଓଡ଼ିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ ଏହାର ୨୧ତମ ଶିଶୁ-ସାହିତ୍ୟିକ କର୍ମଶାଳା ଚଳିତ ଅକ୍ଟୋବର ମାସ ୧୬ ଓ ୧୭ ତାରିଖ ଦିନ ଭୁବନେଶ୍ବରର ରୟାଲ କଲେଜ ଅଫ‌୍‍ ସାଇନ୍ସ ଓ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ କରିବା ପାଇଁ ଆୟୋଜନ କରିଅଛି୤ ଏହି କର୍ମଶାଳା ‘ଶିଶୁ-ସାହିତ୍ୟରେ ଚିତ୍ର’ ବିଷୟରେ ଅନୁଷ୍ଠିତ ହେବ୤ ଉକ୍ତ କର୍ମଶାଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଶୁ-ସାହିତ୍ୟକ,ଶିଶୁପତ୍ରିକା ସଂପାଦକ,ଚିତ୍ରଶିଳ୍ପୀ ଓ ଶିଶୁ-ସାହିତ୍ୟ ଗବେଷକମାନେ ଅଂଶ ଗ୍ରହଣ କରିବେ୤ କର୍ମଶାଳାରେ ଓଡ଼ିଶା ତଥା ଓଡ଼ିଶା ବାହାରର ବହୁ ବିଶିଷ୍ଟ ସାହିତ୍ୟିକ ଓ ଶିଶୁ-ସାହିତ୍ୟିକ ଅତିଥି ଓ ମାର୍ଗ ଦର୍ଶକ ରୂପେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି୤

1 comment:

  1. very nice ..... i will join this ceremony .......

    With Regards
    Arunanshu Shekhar Ojha
    Cell-9178484891

    ReplyDelete